ଆରେ ଭାଇ, ପରିବେଶ ସାଙ୍ଗକୁ ମନ ଅଳିଆ କୁ ବି ସଫା କରିଦିଅ ଦେଖିବ, ଦୁନିଆ ହସିବ ସବୁଜ ସୁନ୍ଦର ବସୁଧା ଆରେ ଭାଇ, ପରିବେଶ ସାଙ୍ଗକୁ ମନ ଅଳିଆ କୁ ବି ସଫା କରିଦିଅ ଦେଖିବ, ଦୁନିଆ ହସିବ ସବୁଜ...
କହୁଥିଲେ ରମୁଭାଇ କହୁଥିଲେ ରମୁଭାଇ
ପଡିଗଲା ଦିନେ ଏଠି ସହରୀ ନଜର, ପ୍ରକୃତିକୁ ଦେଖି ଲୋଭ ବଢିଲା ତାର। ପଡିଗଲା ଦିନେ ଏଠି ସହରୀ ନଜର, ପ୍ରକୃତିକୁ ଦେଖି ଲୋଭ ବଢିଲା ତାର।
ପରିବର୍ତ୍ତନ ପରିବର୍ତ୍ତନ
ବଢ଼ିବ କାର୍ବନ ହେବ ବିଶ୍ବ ତାପନ ଦିଶେ ଭବିଷ୍ୟତ ପୁରା ଅନ୍ଧକାର ॥ ବଢ଼ିବ କାର୍ବନ ହେବ ବିଶ୍ବ ତାପନ ଦିଶେ ଭବିଷ୍ୟତ ପୁରା ଅନ୍ଧକାର ॥
ଆମ୍ବ ବଉଳ ଜାମୁ ବର ରକ୍ଷାକର୍ତ୍ତା ଏ ପ୍ରକୃତିର ତାଙ୍କର ପତ୍ରଫଳ ଫୁଲ ଆମ ପାଇଁ ଅମୂଲ ମୂଲ ଆମ୍ବ ବଉଳ ଜାମୁ ବର ରକ୍ଷାକର୍ତ୍ତା ଏ ପ୍ରକୃତିର ତାଙ୍କର ପତ୍ରଫଳ ଫୁଲ ଆମ ପାଇଁ ଅମୂଲ ମୂଲ